Hanuman Chalisa Odia (ହନୁମାନ ଚାଳିସା ଓଡ଼ିଆ) | Free PDF Download + Full Lyrics

hanuman chalisa odia

Hanuman Chalisa Odia (ହନୁମାନ ଚାଳିସା ଓଡ଼ିଆ) | Full Lyrics, PDF Download   ହନୁମାନ ଚାଳିସା ଓଡ଼ିଆ ହେଉଛି ଭକ୍ତ ତୁଳସୀଦାସଙ୍କ ଦ୍ୱାରା ରଚିତ ଏକ ପବିତ୍ର ଭକ୍ତିଗୀତ, ଯାହା ପ୍ରଭୁ ଶ୍ରୀ ହନୁମାନଙ୍କର ଶକ୍ତି, ବୁଦ୍ଧି, ସାହସ ଓ ଶ୍ରୀରାମ ପ୍ରତି ତାଙ୍କର ଅଟୁଟ ଭକ୍ତିକୁ ବର୍ଣ୍ଣନା କରେ। ଦିନେ ଦିନେ ଓଡ଼ିଆ ଭାଷାରେ ହନୁମାନ ଚାଳିସା ପାଠ କଲେ ମନରେ ଶାନ୍ତି ଆସେ, ଭୟ ଦୂର ହୁଏ ଓ ଆତ୍ମବଳ ବୃଦ୍ଧି … Read more

Odia Bhajan – Ganesh Vandana Odia – Odia Ganesh Vandana

               Odia Bhajan – Ganesh Vandana   Ganesha -the remover of obstacles .This Odia bhajan – Ganesh vandana  is dedicated to the pada padma of Lord Ganesh ଏହିଓଡିଆଭଜନ – ଗଣେଶବନ୍ଦନା ( Odia bhajan – Ganesh vandana ) ବିଘ୍ନହର୍ତ୍ତାଗଣେଶଙ୍କପାଦପଦ୍ମରେଉତ୍ସର୍ଗୀକୃତ      Ganesh vandana ଗଣେଶ ବନ୍ଦନା…. ଅଗ୍ରପୂଜ୍ୟ ଶ୍ରୀଗଣେଶ ପ୍ରଭୁ ଗଜାନନ  ବିଦ୍ୟା,ବୁଦ୍ଧି ଜ୍ଞାନଦାତା ବିଘ୍ନ ବିନାଶନ  ଜାଣେ ନାହିଁ ମନ୍ତ୍ର ତନ୍ତ୍ର ପୂଜା ଆରାଧନା  ଘେନାକର ତବ ପାଦେ ଭକତି ଭାବନା   ଓଁ ନମୋ ଗଣେଶ ନମୋ ନମଃ । ଅଙ୍ଗ ମଳୁଖରୁ ଜାତ ଗଉରୀ ନନ୍ଦନ     ପିତା କଇଳାସପତି ପ୍ରଭୁ ଶଙ୍କର୍ଷଣ  ମାତା ଆଜ୍ଞା ପାଳି ଜଗିଥିଲ ଗୁମ୍ଫା ଦ୍ଵାର  ପିତାଙ୍କ କୋପେ କଟିଗଲା ତବ ଶିର    ଓଁ  ନମୋ ଗଣେଶ ନମୋ ନମଃ  । … Read more