Month: March 2025
Odia Bhajan – Ganesh Vandana Odia – Odia Ganesh Vandana
Odia Bhajan – Ganesh Vandana Ganesha -the remover of obstacles .This Odia bhajan – Ganesh vandana is dedicated to the pada padma of Lord Ganesh ଏହିଓଡିଆଭଜନ – ଗଣେଶବନ୍ଦନା ( Odia bhajan – Ganesh vandana ) ବିଘ୍ନହର୍ତ୍ତାଗଣେଶଙ୍କପାଦପଦ୍ମରେଉତ୍ସର୍ଗୀକୃତ Ganesh vandana ଗଣେଶ ବନ୍ଦନା…. ଅଗ୍ରପୂଜ୍ୟ ଶ୍ରୀଗଣେଶ ପ୍ରଭୁ ଗଜାନନ ବିଦ୍ୟା,ବୁଦ୍ଧି ଜ୍ଞାନଦାତା ବିଘ୍ନ ବିନାଶନ ଜାଣେ ନାହିଁ ମନ୍ତ୍ର ତନ୍ତ୍ର ପୂଜା ଆରାଧନା ଘେନାକର ତବ ପାଦେ ଭକତି ଭାବନା ଓଁ ନମୋ ଗଣେଶ ନମୋ ନମଃ । ଅଙ୍ଗ ମଳୁଖରୁ ଜାତ ଗଉରୀ ନନ୍ଦନ ପିତା କଇଳାସପତି ପ୍ରଭୁ ଶଙ୍କର୍ଷଣ ମାତା ଆଜ୍ଞା ପାଳି ଜଗିଥିଲ ଗୁମ୍ଫା ଦ୍ଵାର ପିତାଙ୍କ କୋପେ କଟିଗଲା ତବ ଶିର ଓଁ ନମୋ ଗଣେଶ ନମୋ ନମଃ । … Read more