Odia Kabita Prastara Murti – ପ୍ରସ୍ତର ମୂର୍ତ୍ତି – Prastara Murti

Prastara Murti – ପ୍ରସ୍ତର ମୂର୍ତ୍ତି ତୁମେ କେବେ ବୁଝ କି ? ପ୍ରସ୍ତର ମୂର୍ତ୍ତିର ବି ଜୀବନ ଅଛି ଅଙ୍ଗେ ଅଙ୍ଗେ ଭରି ଦିଏ ପ୍ରୀତିର ପ୍ଲାବନ ଆଉ ଅନ୍ତରେ ଭରିଦିଏ କେତେ ଶିହରଣ ମୁଦ୍ରାରେ ତାର ସାଇତା କେତେ…